ମେଣ୍ଢାଶାଳଫାଣ୍ଡିପାଇଁ ଭୁମିପୁଜନ

0 224

ମେଣ୍ଢାଶାଳ ,୨୯ା୬(ଏସଏସନିଉଜ)ବାହୁଡାଯାତ୍ରାରେ ଗିରଙ୍ଗାପୁଟ ପାଖରେ ମେଣ୍ଢାଶାଳ ଫାଣ୍ଡିପାଇଁ ଭୁମିପୁଜନ କରାଯିବାସହ କାମ ଆରମ୍ଭ ହୋଇଛି ।ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୯୮୮ମସିହାରେ ମେଣ୍ଢାଶାଳଠାରେ ଫାଣ୍ଡି କାର୍ଯ୍ୟକ୍ଷମ ହୋଇଥିଲା ।ପ୍ରାଥମିକ ପର୍ଯ୍ୟାୟରେ ଡେରାସ ସରକାରୀ କୃଷିପାର୍ମର ଏକ ପରିତ୍ୟକ୍ତ ଟିଣଘରେ ଏହା କାର୍ଯ୍ୟକରିଥିଲା ।ବାତ୍ୟାଫନିରେ ଉକ୍ତ ଘରଟିଭାଙ୍ଗିଯିବାପରେ ଏକ ସରକାରୀ ବିଦ୍ୟାଳୟର ପରିତ୍ୟକ୍ତ ଘରେ ଫାଣ୍ଡି ଚାଲିଥିଲା ।ତେବେ ଗିରିଙ୍ଗାପୁଟ ପାଖରେ ଜାଗା ଚିହ୍ନଟ ପରେ ନୁଆକରି ଫାଣ୍ଡିଘର ପାଇଁ ବାହୁଡାଯାତ୍ରାରେ ଭୁମିପୁଜନ ସହ କାମଆରମ୍ଭ ହୋଇଥିବାର ଜଣାପଡିଛି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ )

 

Leave A Reply

Your email address will not be published.