ମେଣ୍ଢାଶାଳରେ ପଂଚୁଦୋଳ ମେଳଣ ଉଦଯାପିତ

0 64

ମେଣ୍ଢାଶାଳ,୧ା୪(ଏସଏସନିଉଜ)ପ୍ରତ୍ୟକବର୍ଷଭଳି ଚଲିତବର୍ଷ ମେଣ୍ଢାଶାଳଗ୍ରାମର ଚନ୍ଦ୍ରଶେଖରଦେବଙ୍କ ପଂଚୁଦୋଳମେଳନ ସୋମବାରଦିନ ଉଦଯାପିତହୋଇଯାଇଛି ।ଶନିବାରଦିନ ମେଳଣ ଓ ଜମାଣଯାତ୍ରା ଅନୁଷ୍ଠିତହୋଇଥିଲା ।ଗିରିଙ୍ଗାପୁଟ ଓ ଦେଉଳିଆପାଟଣା ଗ୍ରାମର ରାଧାକୃଷ୍ନଦେବ ,ଜାଗସରାପାଟଣାର ଚ୍ୟୈତନ୍ୟଦେବ,ଗଙ୍ଗାପଡା ଓ ଛତାବାରଗ୍ରାମର ଚନ୍ଦ୍ରଶେଖରଦେବ ଓ ଗୋପିନାଥଦେବ,ମେଣ୍ଢାଶାଳର ରଘୁନାଥଦେବ,ଶ୍ୟାମପୁରର ରାଧାକୃଷ୍ନଦେବ,ପାଇକେରାପୁରର ଭଗବତବାସୁଦେବ,ଘଙ୍ଗାପାଟଣାର ଗୋପାଳଜିଉ,କଂଟାବାଡର ରାଧାକୃଷ୍ନଦେବ,କାଟେଣିର ଶୀବାସୁଦେବ.ତମାଣ୍ଡୋର ଚନ୍ଦ୍ରଶେଖରଦେବ ଓ ମେଣ୍ଢାଶାର ଦଧିବାବନଦେବ ସୁସଜ୍ଜିତ ଦୋଳବିମାନରେ ବାଜାବାଣ ଓ ବିରାଟପଟୁଆରରେ ମେଳଣ ପଡିଆରେ ପହଁଚିଥିଲେ ।ଚଳିବର୍ଷ ମଧୁପୁର ଗ୍ରାମର ନାଗେଶ୍ୱେର ଦେବ ପଟୁଆରରେ ଆସି ଭଗବତ ବାସୁଦେବଙ୍କ ମନ୍ଦିରଠାରେ ପହଂଚି ମେଳଣ ପଡିଆକୁ ଯାଇଥିଲେ ।ସୋମବାର ଦିନ ୧ଟାରେ ସମସ୍ତ ଦୋଳ ମେଳନ ପଡିଆରେ ପହଂଚିବାପରେ ଦୋଳ ମେଳଣ ଅନୁଷ୍ଠିତହେବା ସହ ଏହା ଉଦଯାପିତ ହୋଇଥିଲା ।ପ୍ରଫୁଲଶ୍ରିଚନ୍ଦନ,ଭରତଭୁଷଣ ମହାରଣା ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.