ମହିଳା ଲୁଟେରା ଗିରଫ

0 174

ଭୁବନେଶ୍ବର, ୧୯/୧୧(ଏସଏସନିୟୁଜ)ସକାଳେଘରେ କେହିନଥିବାର ସୁଯୋଗରେ ପଶିଗଲେ ।ଘରଭିତରୁ ହଜାରେ ଟଙ୍କା ସହ ଏଟିଏମ୍ କାର୍ଡ ଓ ପ୍ୟାନ୍ କାର୍ଡ ସହ ଗୁରୁତ୍ୱପୁର୍ଣ କାଗଜ ନେଇ ପଳାଇଯାଇଥିଲେ ।କିନ୍ତୁ ପଡୋଶିମାନେସନ୍ଦେହରେ ଧରିବାପରେ ପକୃତ କଥାଜଣାପଡିଥିଲା ।ଶେଷରେ ନୂଆପଲ୍ଲୀ ପୁଲିସ ହାତରେ ଧରାପଡିଛନ୍ତି ବନଜାରା ବେଶରେ ଭିକ ମାଗୁଥିବା କଣ୍ଢେଇ ଜେନା ।

 

Leave A Reply

Your email address will not be published.