ମୋ ପୁଅକୁ ବିଦ୍ୟା ହିଁ ମାରିଛି !

ଖବର ଆଜିର ତାରିଖ ୨୧-୦୯-୨୦୨୧/ମଙ୍ଗଳବାର

0 328

୧-ଆଇପିଏଲ : ବାଙ୍ଗାଲୋରକୁ ୯ ଓ୍ବିକେଟରେ ହରାଇଲା କୋଲକାତା
୨-୨୭ରେ ଭାରତ ବନ୍ଦ ! ଡାକରା ଦେଲା ସଂଯୁକ୍ତ କିଷାନ ମଞ୍ଚ, କଂଗ୍ରେସର ସମର୍ଥନ ଘୋଷଣା ।
୩-ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ଓଡ଼ିଶାର ସ୍ଥାନ ସପ୍ତମ
.୪-ନ୍ୟୁଜିଲାଣ୍ଡ ପରେ ଏବେ ଇଂଲଣ୍ଡ ଦେଲା ଝଟକା, ବାତିଲ୍ କଲା ପାକିସ୍ତାନ ଗସ୍ତ .
୫-ଶତାବ୍ଦୀ ନଗର ଦଶମ ଶ୍ରେଣୀ ଛାତ୍ର ଭାସିଯିବା ଘଟଣା – ୧୯ ଘଣ୍ଟା ପରେ ଡ୍ରେନରୁ ମିଳିଲା ମୃତ ଦେହ ।
୬-ମୃତ ଜ୍ୟୋତିପ୍ରକାଶଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା
୭-ତାଲିବାନର ନୂଆ ଘୋଷଣା, ଆଫଗାନିସ୍ତାନରେ ଆଇପିଏଲ ବ୍ୟାନ୍ ।
୮-‘ମୋ ପୁଅକୁ ବିଦ୍ୟା ହିଁ ମାରିଛି, ତାକୁ ଗିରଫ କରାଯାଉ’ : ମୃତ ସୌମ୍ୟଙ୍କ ମା’ ।
୯-ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ୍ । ୫୦ ହଜାର ଟଙ୍କା ମୁଚାଲିକାରେ ଜାମିନ ଦେଲେ ମୁମ୍ବାଇ କୋର୍ଟ ।
୧୦-ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଘୋଷଣା । ବିଦେଶକୁ ପୁଣି ଟିକା ରପ୍ତାନୀ କରିବ ଭାରତ ।
୧୧-ଦୁଇଟି ଭିନ୍ନ ଦଳରୁ ରାଜ୍ୟସଭାକୁ ଯିବା ପାଇଁ ଆସିଥିବା ଅଫରକୁ ପ୍ରତ୍ୟାଖ୍ୟାନ କରିଛି: ସୋନୁ ସୁଦ .
୧୨-ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦିଗ୍ଧ ମୃତ୍ୟୁ, ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା, ଆତ୍ମହତ୍ୟା ନୋଟ୍ ପାଖରେ ଥିଲା
୧୩-ସେପ୍ଟେମ୍ବର ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଜୋ ବିଡେନ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ : ହ୍ୱାଇଟ ହାଉସ
୧୪-ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସି ଖବର, ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ୍‌ ।ଆସନ୍ତା ଫେବୃୟାରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବଏହି ଟି-ଟ୍ୱେଣ୍ଟି ମ୍ୟାଚ୍‌ ।
୧୫-୬ଟି ଟ୍ରେନରେ ମାସିକ ଓ ତ୍ରୈମାସିକ ଟିକେଟ୍‌ର ପୁନଃ ପ୍ରଚଳନ ।
୧୬-ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ପୁନଃମନୋନୀତ ।
୧୭-ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂ ଚନ୍ନି ।
୧୮-ଆଇଟିଆର୍‌ର ତଥ୍ୟ ବିକ୍ରି ମାମଲା: ପାକିସ୍ତାନରୁ ଟଙ୍କା ୟୁପି ଆସିଛି ।
୧୯-ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମିଛଧରା ପରୀକ୍ଷା ବେଳେ ଥଙ୍ଗେଇଲେ ବିଦ୍ୟାଭାରତୀ ।
୨୦-ଆନ୍ଧ୍ର ସରକାରଙ୍କ ଦାଦାଗିରି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲେ ଗଙ୍ଗାବାଡ଼ ଓ କେରାଣ୍ଡିବାସୀ, ବିଭିନ୍ନ ସଂଗଠନ ହେଲେ ସାମିଲ୍‌ ।
୨୧-ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ ।
ଶୁଭ ସକାଳ,ସୁପ୍ରଭାତବେଳେ ବେଳେ ପରିସ୍ଥିତି ମଣିଷକୁ ନେଇ ଏମିତି ଏକ ମୋଡରେ ଠିଆ କରେଇ ଦିଏ ଯେଉଁଠି ଅନ୍ୟର ଖୁସି ପାଇଁ ନିଜର ଖୁସିକୁ ବଳି ଦେବାକୁ ପଡେ🙏🏻ଜୟ ଶ୍ରୀକୃଷ୍ଣ🙏🏻

Leave A Reply

Your email address will not be published.