ମୋବାଇଲ ଫୋନ ଲୁଟି ଫୋରର ଥିବା ଯୁବକ ଧରାପଡିଲା

ବାରଙ୍ଗ,୪ା୪(ଏସଏସନିଉଜ)ରାସ୍ତାପଚାରିବା ବାହାନାରେ ମୋବାଇଲଫୋନ ଲୁଟିବା ଅଭିଯୋଗରେ ମଙ୍ଗଳବାରଦିନ ଚନ୍ଦକାଥାନା ପୋଲିସ ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି ।ଗିରଫ ଯୁବକ ହେଉଛନ୍ତି ମଳୟମଲ୍ଲିକାତାଙ୍କ ନିଜ ଘର ପଟାମୁଣ୍ଡାଇ ନିମାପୁର ଶାସନ ଗ୍ରାମରେ ହୋଇଥିବାବେଳେ ସେ ଚନ୍ଦକାଥାନା ଅଧିନସ୍ଥ ଗୋଠପାଟଣାରେ ରହୁଥିଲୋ
ପ୍ରକାସ ଯେ, ୨୦୨୨ମସିହା ଅକ୍ଟୋବର୨୫ତାରିଖ ସନ୍ଧ୍ୟାରେ ଗୁଣୁପିଙ୍ଗୁଆ ତାଙ୍କର ମୋବାଇଲ ଫୋନରେ ଗେମ ଖେଳୁଥିବା ସମୟରେ ମଳୟମଲ୍ଲିକ ଓ ତାଙ୍କ ଅନ୍ୟ ୨ସହଯୋଗୀ ଗୋଟିଏ ମୋଟରସାଇକେଲରେ ଆସି ରାସ୍ତା ପଚାରିବୁଝିଥିଲେ । ଗୁଣ ତାଙ୍କୁରାସ୍ତା କହୁଥିବାସମୟରେ ଗୁଣଙ୍କହାତରୁ ତାଙ୍କର ମୋବାଇଲଫୋନ ଟିକୁ ଲୁଟକରି ମୋଟରସାଇକେଲରେ ଖସି ପଳାଇବାକୁ ୩ଜଣ ଯୁବକଚେଷ୍ଠା କରିଥିଲେ । ଗୁଣ ଅଭିଯୁକ୍ତମାଙ୍କର ପିଛାକରି ସେମାନଙ୍କୁ କାବୁକରିବା ସମୟରେ ଯୁବକମାନେ ମୋଟରସାଇକେଲରୁ ତଳେ ପଡ଼ିଯାଇଥିଲେ । ଲୁଟ ମୋବାଇଲଫୋନ ଓ ମୋଟର ସାଇକେଲଟିକୁ ଘଟଣାସ୍ଥଳରେ ଛାଡିଦେଇ ପାଖଜଙ୍ଗଲ ରାସ୍ତାଦେଇ ଖସିପଳାଇଥିବାର ଗୁଣ ଚନ୍ଦକାଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଥିଲେ ।ପୋଲିସ ୨୫୧/୨୨କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିବା ସମୟରେ ଏହି ତିନିଜଣ ଯୁବକ ଫେରାର ହୋଇଯାଇଥିଲେ ।କୈାଣସିସୁତ୍ରରୁ ଖବରପାଇ ସୋମବାରରାତିରେ ପଟାମୁଣ୍ଡାଇ ନିମାପୁର ଶାସନ ଗ୍ରାମର ମଳୟମଲ୍ଲିକ ଯିଏକି ଗୋଠପାଟଣାରେ ରହୁଥିଲେ ତାଙ୍କୁ ଗିରଫ କରି ମଙ୍ଗଳବାରଦିନ କୋର୍ଟଚାଳଣ କରିଛନ୍ତି ।

 

- Advertisement -

Leave A Reply

Your email address will not be published.