ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ

କ୍ୟାବିନେଟ୍ ମନ୍ତ୍ରୀ ଭାବେ କିଏ ଶପଥ ନେଲେ ଜାଣନ୍ତୁ ?

0 96

ଭୁବନେଶ୍ୱର,୯ା୬(ଏସଏସନିଉଜ) ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଦୁଇପାଳିରେ ବିଜେପି ଏକକ ବହୁମତ ହାସଲ କରିଥିଲେ ବି ଏଥର ଏନଡିଏ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଆଜି ମୋଦୀ ୩.୦ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି । କ୍ୟାବିନେଟ ମନ୍ତ୍ରୀଭାବେ ଦ୍ୱିତୀୟ ସ୍ଥାନରେ ରାଜନାଥ ସିଂହ ,ତୃତୀୟ ସ୍ଥାନରେ ରହିଛନ୍ତି ଅମିତ ଶାହ.ଚତୁର୍ଥ ସ୍ଥାନରେ ନୀତିନ ଗଡ଼କାରୀ, ପଞ୍ଚମରେ ଜେପି ନଡ୍ଡା , ଷଷ୍ଠରେ ଶିବରାଜ ସିଂହ ଚୌହାନ୍ .ସପ୍ତମ କ୍ୟାବିନେଟ ମନ୍ତ୍ରୀ ଭାବରେ ନିର୍ମଳା ସୀତାରମଣ , ଅଷ୍ଟମ ପାହ୍ୟାରେ ରହିଛନ୍ତି ଏସ. ଜୟଶଙ୍କର .ନବମ ସ୍ଥାନରେ ମନୋହରଲାଲ ଖଟ୍ଟର , ଦଶମରେ ଜେଡିଏସ ନେତା ଏଚ.ଡି କୁମାରସ୍ୱାମୀ .ଏକାଦଶ ସ୍ତାନରେ ଜିତନ ରାମ ମାଝୀ ,ଦ୍ୱାଦଶ କ୍ୟାବିନେଟ ଭାବରେ .ଧର୍ମେନ୍ଦ୍ର ପ୍ରଧାନ ଶପଥ ନେଇଛନ୍ତି ।

ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି
ରାଜନାଥ ସିଂହ- କ୍ୟାବିନେଟ ମନ୍ତ୍ରୀ
ଅମିତ ଶାହ- କ୍ୟାବିନେଟ ମନ୍ତ୍ରୀ
ନୀତିନ ଗଡ଼କରୀ- କ୍ୟାବିନେଟ ମନ୍ତ୍ରୀ
ଜେପି ନଡ୍ଡା- କ୍ୟାବିନେଟ ମନ୍ତ୍ରୀ
ଶିବରାଜ ସିଂ ଚୌହ୍ୱାନ- କ୍ୟାବିନେଟ ମନ୍ତ୍ରୀ
ନିର୍ମଳା ସୀତାରମଣ- କ୍ୟାବିନେଟ ମନ୍ତ୍ରୀ
ଏସ. ଜୟଶଙ୍କର- କ୍ୟାବିନେଟ ମନ୍ତ୍ରୀ
ମନୋହରଲାଲ- କ୍ୟାବିନେଟ ମନ୍ତ୍ରୀ
ଏଚଡି କୁମାରସ୍ୱାମୀ- କ୍ୟାବିନେଟ ମନ୍ତ୍ରୀ
ପୀୟୂଷ ଗୋୟଲ- କ୍ୟାବିନେଟ ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ- କ୍ୟାବିନେଟ ମନ୍ତ୍ରୀ
ଜିତନରାମ ମାଂଝି- କ୍ୟାବିନେଟ ମନ୍ତ୍ରୀ
ଲଲନ ସିଂ- କ୍ୟାବିନେଟ ମନ୍ତ୍ରୀ
ସର୍ବାନନ୍ଦ ସୋନୱାଲା- କ୍ୟାବିନେଟ ମନ୍ତ୍ରୀ
ଡ. ବିରେନ୍ଦ୍ର କୁମାର- କ୍ୟାବିନେଟ ମନ୍ତ୍ରୀ
କିଞ୍ଜାରାପୁ ରାମମୋହନ ନାଇଡୁ- କ୍ୟାବିନେଟ ମନ୍ତ୍ରୀ
ପ୍ରହଲ୍ଲାଦ ଯୋଶୀ- କ୍ୟାବିନେଟ ମନ୍ତ୍ରୀ
ଜୁଏଲ ଓରାମ- କ୍ୟାବିନେଟ ମନ୍ତ୍ରୀ
ଗିରିରାଜ ସିଂ- କ୍ୟାବିନେଟ ମନ୍ତ୍ରୀ
ଅଶ୍ୱିନ ବୈଷ୍ଣବ- କ୍ୟାବିନେଟ ମନ୍ତ୍ରୀ
ଜ୍ୟୋତିରାଦିତ୍ୟ ସିନ୍ଧିଆ- କ୍ୟାବିନେଟ ମନ୍ତ୍ରୀ
ଭୁପେନ୍ଦ୍ର ଯାଦବ- କ୍ୟାବିନେଟ ମନ୍ତ୍ରୀ
ଗଜେନ୍ଦ୍ର ସିଂ ଶେଖାୱତ- କ୍ୟାବିନେଟ ମନ୍ତ୍ରୀ
ଅନ୍ନପୂର୍ଣ୍ଣା ଦେବୀ- କ୍ୟାବିନେଟ ମନ୍ତ୍ରୀ
କିରନ ରିଜିଜ୍ଜୁ- କ୍ୟାବିନେଟ ମନ୍ତ୍ରୀ
ହରଦୀପ ସିଂ ପୁରୀ- କ୍ୟାବିନେଟ ମନ୍ତ୍ରୀ
ମନସୁଖ ମାଣ୍ଡଭ୍ୟ- କ୍ୟାବିନେଟ ମନ୍ତ୍ରୀ
ଜି. କିଶନ ରେଡ୍ଡି- କ୍ୟାବିନେଟ ମନ୍ତ୍ରୀ
ଚିରାଗ ପାସୱାନ- କ୍ୟାବିନେଟ ମନ୍ତ୍ରୀ
ସିଆର ପାଟିଲ- କ୍ୟାବିନେଟ ମନ୍ତ୍ରୀ

 

Leave A Reply

Your email address will not be published.