ମୋତେ ସ୍ତ୍ରୀର ମାନ୍ୟତା ଦରକାର

0 165

ବ୍ରହ୍ମପୁର, ୪/୮(ଏସଏସନିଉଜ)ମୋତେ ସ୍ତ୍ରୀର ମାନ୍ୟତା ଦରକାର । ମୋ ଛୁଆକୁ ତା ବାପାର ପରିଚୟ ଦରକାର। ମୁଁ ଥାଉ ଥାଉ କିପରି ସେ ଆଉ କାହାକୁ ବାହା ହେବେ? ସେ କେବଳ ମୋର। ତାଙ୍କୁ ଆଉ କାହାର ହେବାକୁ ଦେବିନି। ଦରକାର ପଡ଼ିଲେ ରାତି ରାତି ତାଙ୍କ ଘର ଆଗରେ ବସିବି। ହେଲେ ମୋତେ ସ୍ତ୍ରୀର ପରିଚୟ ନ ମିଳିବା ଯାଏ ଏଠୁ ହଟିବିନି।’ ଦେଢ଼ ବର୍ଷର ଛୁଆକୁ କୋଳରେ ଧରି ନ୍ୟାୟ ପାଇଁ ଗତକାଲି ରାତି ସାରା ପ୍ରେମିକ ଘର ସମ୍ମୁଖରେ ବସି ରହିଛି ପ୍ରେମିକା।

Leave A Reply

Your email address will not be published.