ମୌସୁମୀ ୩ରେ ଛୁଇଁପାରେ କେରଳ

0 213

ଭୁବନେଶ୍ୱର୩୧/୫(ଏସଏସନିୟୁଜ) ଚଳିତ ବର୍ଷ ମୌସୁମୀ ୩ରେ କେରଳ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ଆଶଙ୍କା କରିଛି । ଜୁନ୍ ୧ରେ ଦକ୍ଷିଣ-ପଶ୍ଚିମ ପଟୁ ଜୋରରେ ପବନ ବହିବା ଫଳରେ କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିବ ।ଯାହାଫଳରେ ଜୁନ୍ ୩ ବେଳକୁ କେରଳରେ ମୌସୁମୀ ପହଞô୍ଚବା ନେଇ ଆଶା କରାଯାଉଛି ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି ।

Leave A Reply

Your email address will not be published.