ରାଜଧାନୀରେ ଆରମ୍ଭହେଲା ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ

0 198

ଭୁବନେଶ୍ୱର୩୧/୫(ଏସଏସନିୟୁଜ) ରାଜଧାନୀରେ ଆଜିଠୁ ଆରମ୍ଭ ହୋଇଛି ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ । ଘର ଘର ବୁଲି ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ବିଏମସି ପକ୍ଷରୁ ୩ଟି ଜୋନ କରାଯାଇ ୬ଟି ଆପାର୍ଟମେଣ୍ଟରେ ଏହି ଟିକାକରଣ ଚାଲିଥିବାବେଳେ ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.