ମୁହଁ ଖୋଲିଲେ ଦିବ୍ୟଶଙ୍କର

ଖବର ଆଜିର,ତାରିଖ ୩୦-୧୦-୨୦୨୧/ଶନିବାର

0 237

୧-ଆଫଗାନିସ୍ତାନକୁ ପରାସ୍ତ କରି ସେମି ଫାଇନାଲର ଦ୍ବାରରେ ପାକିସ୍ତାନ ।
୨-ପ୍ରଥମ ବିଜୟ ହାସଲ କଲା ୱେଷ୍ଟଇଣ୍ଡିଜ; ବାଂଲାଦେଶର ହ୍ୟାଟ୍ରିକ୍ ପରାଜୟ ।
୩-ଇଟାଲୀରେ ମୋଦୀଙ୍କ ସାମ୍ନାରେ ସଂସ୍କୃତ ଶ୍ଲୋକ ପଢିଲେ ମହିଳା: ଜୟ ଶ୍ରୀରାମ ନାରାରେ କମ୍ପିଲା ରୋମ ସହର ।
୪-୩୯ ମହିଳା ସେନା ଅଧିକାରୀଙ୍କୁ ମିଳିଲା ସ୍ଥାୟୀ କମିଶନ, ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ ।
୫-ଜିମରେ ବ୍ୟାୟାମ କରୁ କରୁ ହଠାତ ହେଲା ହୃଦଘାତ: ୪୬ବର୍ଷ ବୟସରେ ଆରପାରିକୁ ଚାଲିଗଲେ କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାର ।
୬-ବାଣ ବିକ୍ରି ଓ ଫୁଟାଇବା ଅନୁମତି କଟକଣାକୁ ଚାଲେଞ୍ଜ, ନଭେମ୍ବର ୧ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି
୭-ଡିଆରଡିଓ ପକ୍ଷରୁ ଦୀର୍ଘ ଦୂରଗାମୀ ବୋମାର ସଫଳ ପରୀକ୍ଷଣ ।
୮-ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ସରଜମିନ୍ ଅନୁଧ୍ୟାନ କଲେ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ।
୯-କଟକର ନିର୍ମାଣାଧୀନ ନେତାଜୀ ବସ୍ ଟର୍ମିନାଲ ପାଇଁ ଅଧିକ ଅର୍ଥ ମଞ୍ଜୁର କଲେ ରାଜ୍ୟ ସରକାର ।
୧୦-ଓଡ଼ିଶାରେ ପାରିବାରିକ ଆତ୍ମହତ୍ୟା ସର୍ବାଧିକ ।
୧୧-ମୁହଁ ଖୋଲିଲେ ଦିବ୍ୟଶଙ୍କର; ମାଣିକେଶ୍ବରୀଙ୍କ ନାଁ ନେଇ କହିଲେ, ଅପରାଧ ସହ ସମ୍ପର୍କ ନାହିଁ ।
୧୨-ଟଙ୍କା ନେଇ ପଜିଟିଭ୍ କୋଭିଡ ରିପୋର୍ଟ ଘଟଣା: ଜାଲ୍‌ ରିପୋର୍ଟ ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ।
୧୩-ଜଗିଛି ଓଡ଼ିଶା ; ଆନ୍ଧ୍ର ବିବ୍ରତ, କୋଟିଆ​‌ ପ୍ରବେଶ ଉଦ୍ୟମ ବିଫଳ ।
୧୪-ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ଜବରଦସ୍ତ ସଫଳତା; ୭ ବର୍ଷରେ ଖୋଲିଛି ୪୪ କୋଟି ।
୧୫-ପ୍ରକାଶ ପାଇଲା UPSC ପ୍ରିଲିମ୍ସ-୨୦୨୧ ରେଜଲ୍ଟ ।
୧୬-ପୁଣି ବିବାଦରେ ଜେଏନୟୁ, ପେଜ୍‌ରେ ଲେଖାଗଲା ‘ଭାରତୀୟ ଅଧିକୃତ କାଶ୍ମୀର’, ଓ୍ଵେବିନାର ରଦ୍ଦ ।
୧୭-ଦୀପାବଳି ଠାରୁ ବଜାରରେ ମିଳିବ ଜିଓଫୋନ ନେକ୍ସଟ ।
୧୮-ଅର୍ଥ ସଂକଟରେ ଆଫଗାନରେ ତାଲିବାନ ସରକାର , ଶ୍ରମ ବଦଳରେ ଶ୍ରମିକଙ୍କୁ ଦେଉଛି କେବଳ ଗହମ ।
୧୯-ରାଜଧାନୀକୁ ଅଚଳ କରିଦେଲେ ଡ୍ରାଇଭର: ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ପ୍ରାୟ ୪ ଘଂଟା ଧରି ଟ୍ରାଫିକ ଜାମ୍
୨୦-କେନ୍ଦ୍ର କୋଇଲା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ : ସୁନ୍ଦରଗଡରେ AIIMS ସ୍ୱଚ୍ଛ ଶକ୍ତି ସେସରେ ୬୦ ପ୍ରତିଶତ ଅଂଶୀଦାର ପାଇଁ କଲେ ଦାବି ।
ଜଣେ କେବେଳ ଶିକ୍ଷିତ ହୋଇଗଲେ…. ଦୁନିଆରେ ସଫଳତା ପାଇ ନଥାଏ… ଜୀବନରେ ଶିକ୍ଷା ସହିତ ସଂସ୍କାରର ଭୂମିକା… ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ହୋଇଥାଏ… ଶିକ୍ଷା ମଣିଷକୁ ପ୍ରତିଷ୍ଠା ଦେଇଥାଏ…. ” କିନ୍ତୁ “ସଂସ୍କାର ଦ୍ଵାରା ମଣିଷ ସମାଜରେ ସମ୍ମାନୀତ ହୋଇଥାଏ….ସୁପ୍ରଭାତ,ଶୁଭ ସକାଳ

 

 

Leave A Reply

Your email address will not be published.