ମୁକ୍ତାକାଶ ଆଶ୍ରମରେ ପାଠ୍ୟ ପୁସ୍ତକ ବଣ୍ଟନ

0 322

ମେଣ୍ଢାଶାଳ,୧/୯(ଏସଏସନିୟୁଜ)ଦିନ ପୂର୍ବାହ୍ନ ରେ ଜାମୁଝରି ସ୍ଥିତ ମୁକ୍ତାକାଶ ଆଶ୍ରମ ପରିସର ରେ କାରା ମଙ୍ଗଳ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମହାନ୍ତି ଙ୍କ ପୌରହିତ୍ୟ ରେ ଅନ୍ତେବାସୀ ମାନଙ୍କ ର ଶିକ୍ଷା ଅର୍ଜନ କରୁଥିବା ପୁଅ ଝିଅ ମାନଙ୍କ ପାଇଁ ପାଠ୍ୟ ପୁସ୍ତକ ଗୁଡିକୁ ସ୍ଵେଛାସେବି ଅନୁଷ୍ଠାନ ଠାରୁ ସଂଗ୍ରହ କରାଯାଇ କାରା ଆଶ୍ରମ ର ଅଧିକ୍ଷିକା ସ୍ମିତା ମହାନ୍ତି ଙ୍କ ଦ୍ଵାରା ଅନ୍ତେବାସୀ ମାନଙ୍କ ସନ୍ତାନ ମାନଙ୍କ ପାଇଁ ବିତରଣ କରାଯାଇଥିଲା । ଏହା ସେମାଙ୍କ ର ଶିକ୍ଷା ପ୍ରାପ୍ତି ନିମନ୍ତେ ନିତ୍ୟାନ୍ତ ଆବଶ୍ୟକ ଥିଲା । ଏହା ଫଳରେ ଅନ୍ତେବାସୀ ମାନେ ଅତ୍ୟନ୍ତ ଖୁସି ହୋଇ ଥିଲେ । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.