ମୁଣ୍ଡଳିରେ ହାତୀ :ଲୋକେ ଭୟବିତ

0 368

ଭୁବନେଶ୍ବର:୧୦/୧୨-ମୁଣ୍ଡଳିରେ ହାତୀ । ଯାହାକୁ ନେଇ ଏବେ ଭୟବିତ ଅବସ୍ଥାରେ ଅଛନ୍ତି ମୁଣ୍ଡଳି ଗ୍ରାମର କିଛି ପରିବାର । ସୁଚନା ଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରୁ ଜଙ୍ଗଲୀ ବଣୁଆ ହାତୀ ମୁଣ୍ଡଳି ଗ୍ରାମରେ ପଶିଯାଇ ପାଖ ତୋଟାରେ  ଲୁଚିକି ରହିଥିଲେ । ମଧ୍ୟାନ ୧୨ଟା ସମୟରେ କିଛି ଲୋକେ ଦେଖି ଭୟହୋଇଯାଇଛନ୍ତି । ଗ୍ରାମ ମଧ୍ୟରେ ପ୍ରବେଶ ଆଶଙ୍କା ଥିବାରୁ ଗ୍ରାମବାସି ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଜଙ୍ଗଲ ବିଭାଗକୁ ଖବର ଦେଇଛନ୍ତି ।

Leave A Reply

Your email address will not be published.