ନନ୍ଦନକାନନରେ ବୈଷୟିକ କମିଟି:ବିଭିନ୍ନ ସମସ୍ୟା ଉପରେ ଚାଲିଛି ଆଲୋଚନା

0 590

ଭୁବନେଶ୍ବର:୧୦/୧୨-ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜୀବଜନ୍ତୁଙ୍କ ମୃତ୍ୟୁ ହେଉ ଅବା ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ମଙ୍ଗଳବାର ଦିନ ଉଦ୍ୟାନରେ ବୈଷୟିକ କମିଟି ପହଁଚି  କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରୁଥିବା ଜଣାପଡିଛି । ତେବେ ଏହି ଟିମ ରେ ୯ଜଣିଆ ସଦସ୍ୟ ଯୋଗଦାନ କରି ଉଦ୍ୟାନର ସଭାଗୃହରେ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.