ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0 223

ବେତନଟି,୨୫/୧୧(ଏସଏସନିୟୁଜ) ଭୋଦୁଶୋ ଗାଁର କେନାଲ୍ ନିକଟରେ ଥିବା ଏକ ଗଛରୁ ଜଣେ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତକଦ୍ୱୟ ସମ୍ପର୍କରେ ସେମାନେ ଭାଇଭଉଣୀ ବୋଲି କୁହାଯାଉଛି । ବେତନଟି ଥନାପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.