ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

0 256

ବାରିପଦା୨୫/୧୧(ଏସଏସନିୟୁଜ) ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ କଟକ ଭିଜିଲାନ୍ସପକ୍ଷରୁ ଚଢ଼ାଉ କରାଯାଇଛି । ବାଲିଆପାଳ ପୈତୃକ ଘର,ଭଡାଘର ସମେତ ଏକକାଳିନ ଶେଳଶ୍ରୀବିହାର,କଳିଙ୍ଗବିହାର,ବାଲିଆପାଳ,ବାଲେଶ୍ୱର.ମୟୁରଭଞ, ସରକାରୀ କାର୍ଯ୍ୟାଳୟ ଆଦି ୧୧ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।

Leave A Reply

Your email address will not be published.