ତହସିଲଦାରଙ୍କ ଗାଡ଼ିକୁ ଧକ୍କା

0 359

ଜଳେଶ୍ୱର,୨୫/୧୧(ଏସ ଏସ ନିଉଜ) ଜଳେଶ୍ୱର ଥାନା ଅନ୍ତର୍ଗତ ଶିଖରପୁର ପୋଲ ଉପରେ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରାକ୍ଟର ।ସୌଭାଗ୍ୟବସତ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତହସିଲଦାରଙ୍କ ସମେତ ଗାଡ଼ିରେ ଥିବା ୫ଜଣ କର୍ମଚାରୀ । ବାଲି ଚୋରା ଚାଲାଣ ହେଉଥିବାର ଖବର ପାଇ ତହସିଲଦାର ଓ ତାଙ୍କ ଟିମ ଚଢ଼ାଉ କରିବାକୁ ଯାଉଥିବାବେଳେ ଏହି ଘଟଣା ଘଟିଛି ।

Leave A Reply

Your email address will not be published.