ନାବାଳିକାକୁ ବ୍ଲାକମେଲ କରି ବନ୍ଧ।ହେଲେ ଦୁଇ

0 133

ଡେଲାଙ୍ଗ,୩/୮(ଏସଏସନିଉଜ)ଜଣେ ନାବାଳିକାକୁ ଅସଦଆଚରଣ କରିବା ସହ ମୋବାଇଲରେ ଅଶ୍ଲିଳଫଟୋ ଉଠଇ ବ୍ଲାକମେଲ କରିବା ଅଭିଘୋରେ ସତ୍ୟବାଦୀଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଦିପ୍ତିରଞନସ୍ୱାଇଁ (ଗୁନ)ଓ ଶୁସାନ୍ତକୁମାରନାୟକ(ମୁନା) ।ଗତଦୁଇତାରିଖରେ ଏହି ଦୁଇ ଜଣ ଜଣେ ନାବାଳିକାର ଅଶ୍ଲିଳଫଟୋ ଉଠଇ ବ୍ଲାକମେଲ କରିବା ସହ ସେମାନଙ୍କ ସହ ମିଶିବାକୁ ବାଧ୍ୟ କରୁଥିଲେ ।ଏପରିକି ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଉଥିବାର ନାବାଳିକା ତାର ପରିବାର ସାହ ଆସି ଥାନାରେ ଅଭିଯୋଗ କରିଥିଲା ।ପୋଲିସ୨୨୫/୨୨କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ।ପୋଲିସ ମୁନା ଓ ଗୁନକୁ ପୋସ୍କୋଆକ୍ଟରେ ଗିରଫକରି କୋର୍ଟଚାଳଣ କରିଥିବାର ଜଣାପଡିଛି ।

Leave A Reply

Your email address will not be published.