ନବୀନ ନିବାସରେ କୋରାପୁଟ ସମୀକ୍ଷା

ଭୁବନେଶ୍ୱର,୨୦ା୩(ଏସଏସନିଉଜ) ନବୀନ ନିବାସରେ କୋରାପୁଟ ସଂସଦୀୟ କ୍ଷେତ୍ରର ସମୀକ୍ଷା ଆରମ୍ଭ ହୋଇଛି ।ନିର୍ବାଚନୀ ପ୍ରସ୍ତୁତି ନେଇ ଚାଲିଛି ସମୀକ୍ଷା ବୈଠକାଏହି ବୈଠକରେ ଅତନୁ ସବ୍ୟସାଚୀ ନାୟକ, ଜଗନ୍ନାଥ ସାରକା, ପିତମ ପାଢ଼ୀ ଉପସ୍ଥିତ ଅଛନ୍ତି ।ତାଙ୍କ ସହ
ଭାସ୍କର ରାଓ, ଦିବ୍ୟଶଙ୍କର ମିଶ୍ର ଓ ରବି ନନ୍ଦଙ୍କ ସହ ବରିଷ୍ଠନେତାମାନେ ଉପସ୍ଥିତ ଥିବାର ଜଣାପଡିଛି ।

- Advertisement -

Leave A Reply

Your email address will not be published.