ଝାରପଡ଼ା ଜେଲ୍‌ରେ ରେଡ୍‌

0 70

ଭୁବନେଶ୍ୱର,୨୦ା୩(ଏସଏସନିଉଜ) ଝାରପଡ଼ା ଜେଲରେ କମିଶନରେଟ୍ ପୋଲିସର ରେଡ୍ କରାଯାଇଛି ।ଜେଲରେ ଗ୍ୟାଙ୍ଗୱାର ପରେ ଡିସିପିଙ୍କ ନେତୃତ୍ୱରେ ରେଡ୍ କରାଯାଇଥିଲା ।ଜେଲର ପ୍ରତ୍ୟେକ ସେଲ୍‌ରେ ସ୍ପେଶାଲ ଟିମ୍ ଛାନଭିନ୍ କରିଥିଲା ।ଗତକାଲି ଗ୍ୟାଙ୍ଗୱାରରେ ଜଣେ କଏଦୀ ଲହୁଲୁହାଣ ହୋଇଥିଲା ।ରେଡ୍ ବେଳେ ଗଞ୍ଜେଇ,ଖଇନ୍ ଓ ବିଡି ସହ ଚିଲମ ଜବତ କରାଯାଇଛି ବୋଲି ସୂଚନା ଦେଲେ ଭୁବନେଶ୍ବର ଡିସିପି ପ୍ରତୀକ ସିାଂଏହାସହ ନିଶା କାରବାର ରୋକିବାକୁ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବାସହ ଆଗାମୀ ଦିନରେ ରେଗୁଲାର ଜେଲ୍ ଭିଜିଟ କରାଯିବ ଓ ଜେଲ୍‌ରେ ଗ୍ୟାଙ୍ଗୱାର ଘଟଣାରେ କଡ଼ାକାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି କହିଛନ୍ତି ।

Leave A Reply

Your email address will not be published.