ପ୍ରଥମପର୍ଯ୍ୟାୟନିର୍ବାଚନ ବିଜ୍ଞପ୍ତି ପ୍ରକାଶ

0 41

ଭୁବନେଶ୍ୱର,୨୦ା୩(ଏସଏସନିଉଜ)ଲୋକସଭା ନିର୍ବାଚନ ପାଇଁ ପ୍ରଥମପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି ।୧୭ରାଜ୍ୟ ସହ ୪କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ପାଇଁ ବିଜ୍ଞପ୍ତି ହୋଇଛି ।ପ୍ରଥମପର୍ଯ୍ୟାୟ ରେ ୧୦୨ଟି ଆସନରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ କଲେ ଭାରତୀୟ ନିର୍ବାଚନ କମିଶନା୧୯ ଏପ୍ରିଲ ପ୍ରଥମ ପର୍ଯ୍ୟାୟ ଓ ଜୁନ୍ ୧ ସପ୍ତମ ପର୍ଯ୍ୟାୟ ମତଦାନ,ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ୨୭ ମାର୍ଚ୍ଚ ସୁଦ୍ଧା ନାମାଙ୍କନ,୨୮ ମାର୍ଚ୍ଚ ନାମାଙ୍କନ ଯାଞ୍ଚ, ୩୦ ମାର୍ଚ୍ଚ ପ୍ରାର୍ଥିପତ୍ର ପତ୍ୟାହାର ଶେଷ ତାରଖ ଓ୭ଟି ପର୍ଯ୍ୟାୟରେ ନିର୍ବାଚନର ଜୁନ୍ ୪ ତାରିଖରେ ଭୋଟ୍ ଗଣତି ବୋଲି ଜଣାପଡିଛି ।

 

Leave A Reply

Your email address will not be published.