ନଈକୁ ଖସିପଡ଼ିଲା କାର୍‌

0 304

ଭୁବନେଶ୍ୱର,୮/୭(ଏସଏସନିଉଜ) ଢେଲ୍‌ବା ନଦୀର ପ୍ରଖର ସ୍ରୋତରେ ପଡ଼ି ଭାସିଯିବାରୁ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି ।ଡେରାଡୁନ୍‌: ପଞ୍ଜାବରୁ ୧୧ଜଣ ପର୍ଯ୍ୟଟକଙ୍କୁ ନେଇ ଆଜି ସକାଳେ ଉତ୍ତରାଖଣ୍ଡର ରାମନଗର ଅଭିମୁଖେ ଯାଉଥିବା ବେଲେ କାରଟି ନଦୀକୁ ଖସିପଡିଥିଲା । ଖବର ପାଇ ଉତ୍ତରଖଣ୍ଡ ପୁଲିସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।୨ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯଇଥିବାବେଳେ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.