ନିଆରା ଶ୍ରଦ୍ଧାଞ୍ଜଳୀ

0 167

ପୁରୀ,୧୦/୯(ଏସ ଏସ ନିଉଜ) ବ୍ରିଟେନ୍‌ ରାଣୀ ଏଲିଜାବେଥ୍‌ -୨ଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧା ଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଶୁକ୍ରବାର ଦିନ ପୁରୀ ବେଳାଭୂମି ରେ ରାଣୀ ଏଲିଜାବେଥ୍‌ଙ୍କ ବିରାଟ ବାଲୁକା କଳା କରିବା ସହ ଏହାକୁ ଗୋଲାପ ଫୁଲରେ ସଜାଇ ଶ୍ରଦ୍ଧା ଞ୍ଜଳି ଜଣାଇଛନ୍ତି। ଏହି ବାଲୁକା କଳାର ଉଚ୍ଚତା ୬ ଫୁଟ ହୋଇ ଥିବାବେଳେ ଏଥିରେ ସେ ୬ ଟନ୍‌ ବାଲି ଓ ୭୪୦ଟି ଗୋଲାପ ଫୁଲ ବ୍ୟବହାର ହୋଇଛି।

Leave A Reply

Your email address will not be published.