ନକଲିମଦ ସହ ୫ ଗିରଫ

0 96

ନୂଆପଡ଼ା,୧୦ା୯(ଏସଏସନଉିଜ) କୋମନା ୩୫୩ନଂ ଜାତୀୟ ରାଜପଥରେ ଦ୍ରୁତଗତିରେ ଆସୁଥିବା ବିଆର୍ ୪୬ପି-୩୧୮୭ନଂ ବୋଲେରୋକୁ ରୋକି ଯାଂଚ କରି ଅବକାରୀବିଭାଗ ବିପୁଳ ପରିମାଣରେ ନକଲି ମଦ ଜବତ କରିବାସହ ୫ ଜଣକୁ ଗିରଫ କରିଛି ।ସେମାନେହେଲେ ଛତିଶଗଡ଼ ରାୟପୁର ୱାର୍ଡ ନଂ୬୯ର ରାଜେଶ ସିଂ, ଧନ୍ବନ୍ତରୀଜିଲ୍ଲା ବାନିତୋଲା ନହରନାଇ ଛକର ବିନୋଦ ସିଂ , ବିହାରଅରଙ୍ଗପାଦ ଜିଲ୍ଲାର ନବୀନଗର ୱାର୍ଡ ନଂ୧୪ର ବିଦ୍ୟାଞ୍ଚଳ କୁମାର, ଝାଡ଼ଖଣ୍ଡ ପଲାମୋ ଜିଲ୍ଲା ହରିହର ଗଞ୍ଜଥାନା ବହୁରାହା ଗାଁର ପଙ୍କଜ ଯାଦବ ,ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଜଟଗଡ଼ ଗ୍ରାମର ଅନ୍ତ ସାହୁ କୁ ଗିରଫ କରାଯାଇଛି ।

Leave A Reply

Your email address will not be published.