ନାଳରେ ଭାସିଗଲା ନାବାଳକ

0 199

କୋଦଳା,୫/୧୨(ଏସଏସନିୟୁଜ)ଏହି ଥାନା ଅର୍ନ୍ତଗତ ଜଗତା ନାଳରେ ଯାଉଥିବା ବଢି ପାଣିରେ ଆକାଶ ନାହାକ ନାମକ ୧୫ ବର୍ଷର ନାବାଳକ ଭସିଯାଇଛନ୍ତି ।ଲଗାଣବର୍ଷରେ ସାନ ଉସ୍ତ।ପଡା ପଞ୍ଚାୟତର ରାଣୀପଡା ଗ୍ରାମର ଆକାଶ ସାଙ୍ଗ ସହ ଜଗତା ନାଳକୁ ଗାଧୋଇବାକୁ ଯାଇଥିବାବେଳେ ପାଣି ସୁଅରେ ସେ ଭାସି ଚାଲିଯାଇଥିଲେ ।ସ୍ଥାନୀୟ ଲୋକ ଖୋଜାଖୋଜି କରି ନିରାଶ ହେବାପରେ ଖବରପାଇ କୋଦଳା ଦମକଳ ବାହିନୀ ପହଁଚି ଖୋଜିବା ଆରମ୍ଭ କରିଛି ।

Leave A Reply

Your email address will not be published.