ନନ୍ଦନକାନନରେ ପଶିଲା କରୋନା

ବାରଙ୍ଗ, ୧୦/୧(ଏସଏସନିୟୁଜ)ପ୍ରାଣୀଉଦ୍ୟାନ ନନ୍ଦନକାନନର ଜନ୍ତୁ ବିଭାଗ କାର୍ଯ୍ୟାଳୟରେ କରୋନା ପଶିଛି।ଫଳରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଛାନିଆ ହୋଇପଡିଛନ୍ତି।ପଜିଟିଭି କର୍ମଚାରୀ ଜଣକ ହେଲେ ଜନ୍ତୁ ବିଭାଗର ଫରେଷ୍ଟର ଅରୁପ ରାଉତ।ଉଦ୍ୟାନର କିଏ କେତେବେଳେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ତାକୁ ନେଇ ଏବେ ଚିନ୍ତାବଢିଯାଇଛି।ବନପାଳ କରୋନା କିମ୍ବା ଓମିକ୍ରନ ତାହା ସ୍ପଷ୍ଟ ହୋଇନଥିବାବେଳେ ସେ ଆଶିଂକ ସଂକ୍ରମିତ ଚିହ୍ନଟ ହେବାପରେ ନନ୍ଦନକାନନ ନଆସି ଗୃହ ସଙ୍ଗରୋଧରେ ରହିବାସହ ଉଦ୍ୟାନର ସମସ୍ତ କର୍ମଚାରୀ ,ଅଧିକାରୀଙ୍କୁ ସତର୍କ ରହିବାକୁ ଉପନିର୍ଦେଶକ ଡ. ସଞିତ୍ କୁମାର ପରାମର୍ଶ ଦେଇଛନ୍ତି।

- Advertisement -

Leave A Reply

Your email address will not be published.