ବାରିରେ ବୁଲୁଥିଲା ବିରାଟ ଅହିରାଜ

0 195

ସୋର,୨୯/୧୦(ଏସଏସ ନିଉଜ) ଏହି ବ୍ଲକ୍‌ ଅଧିନସ୍ତ ଗୋପୀନାଥପୁର ପଞ୍ଚାୟତ କିୟାନାଳିଆ ଗ୍ରାମର ପାକନ ନାୟକଙ୍କ ବାରିରି ଏକ ବିରାଟ ଅହିରାଜ ସାପ ଉଦ୍ଧାର ହୋଇଛି।ବାରି ସଫାକରୁଥିବା ବେଳେ ସାପଟିକୁ ଦେଖି ପରିବାର ଲୋକ ବନବିଭାଗକୁ ଖବରଦେବାପରେ ବନବିଭାଗ କର୍ମଚାରୀ ଆସି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି କୁଲଡ଼ିହା ଅଭୟାରଣ୍ୟରେ ଛାଡିଥିବାର ଜଣାପଡିଛି।

Leave A Reply

Your email address will not be published.