ନବୀନଙ୍କ ବଡ ଘୋଷଣା, ଓଡ଼ିଶା ଆୟୋଜନ କରିବ ଜୁନିୟର ହକି ବିଶ୍ୱକପ୍

0 246

ଭୁବନେଶ୍ୱର, ୨୩/୯(ଏସଏସନିୟୁଜ) କଳିଙ୍ଗ ଷ୍ଟାଡିୟମ୍‌ରେ ହେବ ପୁରୁଷ ଜୁନିୟର ହକି ବିଶ୍ୱକପ୍‌-୨୦୨୧ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି। ଆସନ୍ତା ନଭେମ୍ବର ୨୫ରୁ ଡିସେମ୍ବର ୬ ଯାଏଁ ବିଶ୍ୱକପ୍‌ର ମ୍ୟାଚ୍ ଗୁଡ଼ିକ ଖେଳାଯିବ। କୋଭିଡ କଟକଣାରେ ହେବ ହକି ବିଶ୍‌କପ ମ୍ୟାଚ୍ ହେବ। ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି ନବୀନ । ତେବେ ଚଳିତଥର ହୋମଗ୍ରାଉଣ୍ଡରେ ଭାରତୀୟ ଦଳ ପ୍ରଦର୍ଶନ କରିବ ବୋଲି କହିଛନ୍ତି ନବୀନ ।

Leave A Reply

Your email address will not be published.