ନୟାଗଡରୁ ଆସିଲା ପଂଚମ ପର୍ଯ୍ୟାୟ ରଥକାଠ

0 348

ଭୁବନେଶ୍ୱର.୧୧/୪(ଏସ୍‌ଏସ୍‌ନିୟୁଜ)ଆଜି ପଂଚମ ପର୍ଯ୍ୟାୟର ରଥକାଠ ବଡଦାଣ୍ଡରେ ଆସି ପହଁଚିଛି । ନୟାଗଡ ବନଖଣ୍ଡରୁ ୪୨ଖଣ୍ଡ ଅସନ ଓ ଧଉରା କାଠ ଅଣାଯିବାପରେ ରଥଖଳାରେ ରଖାଯାଇଛି । ରଥନିର୍ମାଣ ପାଇଁ ୮୬୫ଖଣ୍ଡ କାଠ ଆବଶ୍ୟକତା ରହିଛି ।ଏହାଭିତରେ ୧୭୫ଖଣ୍ଡ କାଠ ଆସିଛି ।ପବିତ୍ର ଅକ୍ଷୟତୃତୀୟାରେ ଆରମ୍ଭ ହେବ ରଥନିର୍ମାଣ କାର୍ଯ୍ୟ । ତେବେ ରାଜ୍ୟରେ ମହାମାରୀ କରୋନା ପ୍ରକୋପ ଯୋଗୁ ଲକ୍‌ଡାଉନ କରାଯାଇଛି ।ଏହି କଟକଣା ଭିତରେ ରଥନିର୍ମାଣ କାମ କେଊଁଭଳି କରାଯିବାକୁ ନେଇ ରହିଛି ସମସ୍ତଙ୍କ ନଜର ।

Leave A Reply

Your email address will not be published.