NCB DG ହେଲେ ସତ୍ୟ ନାରାୟଣ

0 217

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) ଓଡିଶା ନିବାସୀ ତଥା ଝାରଖଣ୍ଡ କ୍ୟାଡରର ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶାର ଏହି ବରିଷ୍ଠ ଅଇପିଏସ ଅଫିସର ଜଣକ ୧୯୮୮ରେ ଝାରଖଣ୍ଡରୁ ଆଇପିଏସ ହୋଇଥିଲେ । ଶ୍ରୀ ପ୍ରଧାନ ଗୁରୁବାର ପୂର୍ବତନ ଏନସିବି ଡିଜି ରାକେଶ ଅସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅସ୍ଥାନାଙ୍କୁ ଦିଲ୍ଲୀ ପୋଲିସର କମିଶନର ଭାବରେ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟ ନାରାୟଣ ।

Leave A Reply

Your email address will not be published.