ନିଆଁ ଲଗାଇଦେଲା ସ୍ବାମୀ

0 137

ବ୍ରହ୍ମପୁର,୨/୯(ଏସଏସନିଉଜ) ସ୍ତ୍ରୀ ଦେହରେ ସାନିଟାଇଜର ଢାଳି ନିଆଁ ଲଗାଇଦେଲା ସ୍ବାମୀ । ବ୍ରହ୍ମପୁର ଦିଗପହଣ୍ଡି ଥାନା ମହୁଡା ଗାଁର ଏହି ଘଟଣା ଘଟିଛି।ଗୁରୁତର ମହିଳା ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ଯୈାତୁକ ପାଇଁ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଶରୀରର ୩୦ ଭାଗ ପୋଡ଼ି ଯାଇଥିବାର ଜଣାପଡିଛି।

Leave A Reply

Your email address will not be published.