ନିର୍ମାଣାଧୀନ ଘରୁ ମିଳିଲା ବିପୁଳପରିମାଣର ଗଞ୍ଜେଇ

0 175

କୋରାପୁଟ ,୨୭/୧୨(ଏସଏସନିୟୁଜ) ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ବାଲେଲ ଗ୍ରାମରଏକ ନିର୍ମାଣାଧୀନ ଘର ଭିତରୁ ଏକ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି ପୁଲିସ । ପ୍ରାୟ ଏକ କୋଟି ଟଙ୍କା ମୁଲ୍ୟର ୧୩ କ୍ୱିଣ୍ଟାଲ ୫୭ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ଓ ଲମତାପୁଟ ଥାନା ପୁଲିସ ।ଉଭୟଥାନା ପୋଲିସ ମିଳିତ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିବାବେଳେ ଖୁବଶିଘ୍ର ଏହି ଘଟଣାରେ ସମ୍‌ୃକ୍ତଥିବା ଦୁଇଜଣଙ୍କୁ ଗିରଫ କରିବେ ବୋଲି ସୁଚନା ଦେଇଛନ୍ତି ।

 

Leave A Reply

Your email address will not be published.