ପୁଲିସ–ମାଓବାଦୀ ମୁହାଁମୁହିଁ

0 169

ମାଲକାନଗିରି,୨୭/୧୨(ଏସଏସନିୟୁଜ) ପୁଲିସ – ମାଓବାଦୀ ମୁହାଁମୁହିଁ ହୋଇଛନ୍ତି ।ଏଥିରେ ୬ ମାଓବାଦୀ ନିହତ ହୋଇଛନ୍ତି ।ଏହାସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ମଧ୍ୟ ହୋଇଛି । ତେଲେଙ୍ଗାନା କୋତ୍ତାଗୁଡମ ଅଞ୍ଚଳରେ ଅପରେସନ ଲଞ୍ଚ କରିଥିବାବେଳେ ପୁଲିସ – ମାଓବାଦୀ ମୁହାଁମୁହିଁ ହୋଇଥିଲେ ।ଏହାସହ ସର୍ଚ ଅପରେସନକୁ ଜୋରଦାର କରିଛି ପୋଲିସ ।

 

Leave A Reply

Your email address will not be published.