ନଭେମ୍ବର୬ରୁ ଜୟପୁରକୁ ଉଡ଼ିବ ଦ୍ବିତୀୟବିମାନ

0 67

ଭୁବନେଶ୍ୱର,୪ା୧୧(ଏସଏସନିଉଜ)ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିବ ବିମାନ ।ସେବା ଯୋଗାଇବ ଇଣ୍ଡିଆ ୱାନଏୟାର କମ୍ପାନି ।ସୋମବାର ଓ ଶୁକ୍ରବାର ଦିନକୁ ୨ଥର ଉଡ଼ାଣ ଭରିବ ।ଆର୍ଥିକସହାୟତା ଯୋଗାଇବେ ରାଜ୍ୟ ସରକାର ।ଗତବର୍ଷ ମୁଖ୍ୟମନ୍ତ୍ରୀ ପ୍ରଥମ ବିମାନସେବା ଆରମ୍ଭ କରିଥିଲୋଖୁବ୍‌ଶୀଘ୍ର ଭୁବନେଶ୍ବରରୁ ଅନ୍ୟସହରକୁ ଉଡ଼ିବ ବିମାନ ।ସୁରତ, ଡେରାଡୁନ, ଚଣ୍ଡିଗଡ଼ ଓ ଜମ୍ମୁକୁ ଉଡ଼ିପାରେ ବିମାନ ।ଭୁବନେଶ୍ୱରରୁ ଏସବୁ ସହରକୁ ଖୁବଶୀଘ୍ର ଉଡ଼ିପାରେ ବିମାନା ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଲେ ବିମାନ ବନ୍ଦର ନିର୍ଦ୍ଦେଶକ ।ସୁରତ ପାଇଁ ସ୍ଲଟ୍ ଦେବାକୁ ଏୟାର ଲାଇନ୍ସକୁ କୁହାଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.