ଛତୁଚାଷ ତାଲିମନେଲେ ମହିଳା ଓ ଚାଷୀ

0 110

ମେଣ୍ଢାଶାଳ,୪ା୧୧(ଏସଏସନିଉଜ)ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ଭୁବନେଶ୍ୱରବ୍ଲକସ୍ତରୀୟ ଉଦ୍ୟାନକୃଷିବିଭାଗ ତରଫରୁ ମେଣ୍ଢାଶାଳଗ୍ରାମପଂଚାୟତ ସଭାଗୃହରେ ଦିନିକିଆ ଛତୁଚାଷ ତାଲିମ ଶିବିର ଶନିବାରଦିନ ଅନୁଷ୍ଠିତହୋଇଯାଇଛି ।ଭୁବନେଶ୍ୱରବ୍ଲକକୃଷିବିଭାଗ ପକ୍ଷରୁ ଆୟୋଜିତ ଏହିତାଲିମଶିବିରରେ ସହକାରୀଉଦ୍ୟାନକୃଷିଅଧିକାରୀ ୟୁକେଚନ୍ଦ୍ରିକା ପୈାରହିତ୍ୟ କରିଥିଲେ ।ଏହିଶିବିରରେ ମେଣ୍ଢାଶାଳ ସରପଂଚ କୈାଶଲ୍ୟା ବଳିୟାରସିଂହ ଅତିଥିଭାବେ ଯୋଗଦେଇରୋଜଗାରକ୍ଷମ ସହ ପରିବାର ଚଳାଇବାପାଇଁ ଏହାଏକ ପକୃଷ୍ଠ ମାଧ୍ୟମ ବୋଲି କହିଥିଲେ ।ଉଦ୍ୟାନବିଭାଗ କର୍ମଚାରମାନଙ୍କ ମଧ୍ୟରେ ରାକେଶରୋଶନଶତପଥି,ଡ,ଭୁବନାନନ୍ଦ ଅଧିକାରୀ, ମିତାଲିମିଶ୍ର. ସ୍ମିତାମହାପାତ୍ର ପ୍ରମୁଖ ଶିବିରରେ ଛତୁଚାଷ, ରୋଗପୋକ ନିଦାନ,ଫୁଲଚାଷ,୍‌ଯାନ୍ତ୍ରିକକରଣ ଓ ଏହାର ଆମଦାନୀକୁନେଇ ଆୟ ସର୍ମ୍ପକରେ ବୁଝାଇଥିଲେ ।ଏହିକାର୍ଯ୍ୟକ୍ରମରେ ଗ୍ରାମର ମହିଳାସ୍ୱୟଂସହାୟକଗୋଷ୍ଠିର ମହିଳାମାନଙ୍କ ସହ ଚାଷୀମାନେ ଯୋଗଦେଇ ତାଲିମ ନେଇଥିଲେ ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

Leave A Reply

Your email address will not be published.