ପ୍ରଯୋଜକ ଟୁଟୁନାୟକ ଗିରଫ

0 138

ଭୁବନେଶ୍ୱର,୪ା୧୧(ଏସଏସନିଉଜ) ଓଡ଼ିଆ ସିନେଜଗତର ଜଣାଶୁଣାପ୍ରଯୋଜକ ଟୁଟୁନାୟକ ଜଣେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଫିଲ୍ମହଲରେ ପ୍ରିମିୟର ସମୟରେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ଦୁର୍ବବ୍ୟବହାର କରିଥିବା ନେଇ ଖାରବେଳଥାନାରେ ଅଭିଯୋଗ ହୋଇଥିଲା । ଆଜି ଟୁଟୁନାୟକ ଥାନାରେ ହାଜତହୋଇଥିବା ବେଳେ ପଚରାଉଚରା ପରେ ପୋଲିସ ତାଙ୍କୁ ଗିରଫ ହୋଇଥିବା ଜଣାପଡିଛି ।

 

Leave A Reply

Your email address will not be published.