ନୂଆ ସିପିଙ୍କ ଦାୟିତ୍ୱ ଗ୍ରହଣ

0 360

ଭୁବନେଶ୍ବର,୯/୩(ଏସ ଏସ ନିୟୁଜ) ପୋଲିସ କମିଶନର ଭାବେ ଦାୟିତ୍ବ ଆଜି ନେଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ। ୧୯୯୫ ବ୍ୟାଚର ଆଇପିଏସ୍ ଅଫିସର ହେଉଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଏହା ପୂର୍ବରୁ ଥିବା ପୋଲିସ କମିଶନର ୧୯୯୦ ଆଇପିଏସ୍‍ ଅଫିସର ସୁଧାଂଶୁ ଷଡଙ୍ଗୀଙ୍କୁ ପୁଲିସ୍‍ ଗୃହ ନିର୍ମାଣର ସିଏମ୍‍ଡି ଭାବେ ବଦଳି କରାଯାଇଛି ।ଦାୟିତ୍ୱ ଙ୍କୁ ବଦଳି କରାଯାଇଛି ।

Leave A Reply

Your email address will not be published.