ନ୍ୟାୟ ପାଇଁ ଧାରଣା

0 240

ଭୁବନେଶ୍ୱର. ୨୮/୮(ଏସଏସନିଉଜ) ଜି. ଉଦୟଗିରି ଥାନା ମହିଳା ଝଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଥାନା ଆଗରେ ମୃତ SIଙ୍କ ପରିବାର ଲୋକଙ୍କ ଧାରଣା ଦେଇଛନ୍ତି ।ପୋଲିସକୁ ପୋଲିସର ନିର୍ଯାତନା ଲେଖାଥିବା ବ୍ୟାନର ଧରି ଧାରଣାଦେଇଛନ୍ତି । ନିର୍ଯାତନା ଅଭିଯୋଗରେ IIC ରେବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନଦାବି କରିଛନ୍ତି ।କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ କହିଛନ୍ତି ପରିବାର ।ତହସିଲଦାର, DSP ଓ ଏସ୍‌ଡିପିଓଙ୍କ ପକ୍ଷରୁ ସମାଧାନ ପାଇଁ ବୁଝାସୁଝା ଆରମ୍ଭ ହୋଇଛି ।କାଲିଠୁ ଝଓ ସ୍ୱାଗତିକାଙ୍କ ମୃତ୍ୟୁ ଘଟିଥିଲା ବେଳେ ଏଯାଏଁ ହୋଇନି ପୋଷ୍ଟମର୍ଟମ ।IIC ରେବତୀ ଶବରଙ୍କ ନାଁରେ ନିର୍ଯାତନା ଅଭିଯୋଗରେ ଏତଲା ବି ପରିବାର ପକ୍ଷରୁ କରାଯାଇଥିବାର ଜଣାଯାଇଛି ।

Leave A Reply

Your email address will not be published.