ଓଏଏସ୍ ସ୍ତରରେ ଅଦଳବଦଳ

0 250

ଭୁବନେଶ୍ୱର୨୦/୬(ଏସଏସନିୟୁଜ) ଓଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଦିଲ୍ଲୀପ ରାଉତରାଏ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ସୁମନ ବେହେରା, ବ୍ରହ୍ମପୁର ବନ୍ଦୋବସ୍ତ ଅତିରିକ୍ତ କମିଶସନର ସୂର‌୍ୟ୍ୟମାଧବ ପାଣିଗ୍ରାହୀ, ଓମବାଡସିର ମହାପ୍ରବନ୍ଧକ ସୁଧାକର ବୁର୍ଗୀ ଓ କେନ୍ଦୁଝର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି ,ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ସରୋଜ କୁମାର ପଟେଲ, ଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଏହାସହ ୯ ଜଣ ଓଏଏସ୍ ଅଫିସର ମଧୁସୂଦନ ଦାସ, ଅରୁଣ କୁମାର ମହାପାତ୍ର,ସନ୍ତୋଷ କୁମାର ଦାଶ, ଅନିଲ କୁମାର ପଟ୍ଟନାୟକ, , ନରହରି ସେଠୀ, ଯୁଗଳେଶ୍ୱରୀ ଦାସ, ପ୍ରେମଜିତ ନାୟକ, ଓ ମଧୁମିତା ରଥ ମଞ୍ଜୁଲତା ସ୍ୱାଇଁ ଙ୍କୁ ଓଏଏସ୍ ଅଫିସରଙ୍କୁ ଏସଏଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବାନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

Leave A Reply

Your email address will not be published.