ଅକ୍ଟୋବର ୪ରୁ ଦଶମ ଷାଣ୍ମାସିକପରୀକ୍ଷା

0 69

ଭୁବନେଶ୍ୱର,୭ା୯(ଏସଏସନିଉଜ) ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦଶମଶ୍ରେଣୀ ଷାଣ୍ମାସିକପରୀକ୍ଷା ପାଇଁ ସୂଚୀ ଜାରି କରାଯାଇଛି । ଅକ୍ଟୋବର ୪ ତାରିଖରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହେବ ।
ପରୀକ୍ଷା ଦିନ୧୦ଟାରୁ ୧୨ଟା ୩୦ ପ୍ରଥମ ଓ ସାଢ଼େ୧ଟାରୁ ୪ଟା ୨ୟ ସିଟିଂ ପରିକ୍ଷା କରାଯିବ ।୪ରେ ପ୍ରଥମସିଟିଂରେ ଓଡ଼ିଆ, ଦ୍ୱିତୀୟ ସିଟିଂରେ ଇଂରାଜୀ,୫ରେ ଗଣିତ, ୬ରେ ବିଜ୍ଞାନ, ୭ରେ ସାମାଜିକବିଜ୍ଞାନ ,
୭ତାରିଖ ଦ୍ୱିତୀୟସିଟିଂରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା କରାଯିବ ବୋଲି ସୁଚନା ଦିଆଯାଇଛି ।

Leave A Reply

Your email address will not be published.