ଓଡିଶାରେ ହେବନି ଦିନକର୍ଫ୍ୟୁ, ସ୍ପଷ୍ଟ କଲେ ଏସଆରସି

0 303

ଭୁବନେଶ୍ୱର,୪/୪(ସତ୍ୟସନ୍ଧାନ ଡେସ୍କ) ଏବେ ରାଜ୍ୟରେ ଏବେ ଦିନକର୍ଫ୍ୟୁ ଲାଗୁ ହେବାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସଆରସି । କୋଭିଡ ସ୍ଥିତି ଉପରେ ସରକାର ସତର୍କ ଦୃଷ୍ଟି ରଖିଥିବାବେଳେ କରୋନା ସ୍ଥିତି ଏବେ ଓଡିଶାରେ ନିୟନ୍ତ୍ରଣରେ ରହିଛି । ରାଜ୍ୟରେ ଦିନକର୍ଫ୍ୟୁର ଆବଶ୍ୟକତା ନାହିଁ । କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଏସଆରସି ।

Leave A Reply

Your email address will not be published.