ଆଜିର ଅନୁଚିନ୍ତା

ତାରିଖ - ୦୫:୦୪:୨୦୨୧ (ସୋମବାର)

0 312

➡️ମୃତ୍ୟୁ ପାଇଁ ଅନେକ ବାଟ ଅଛି । କିନ୍ତୁ ଜନ୍ମ ପାଇଁ କେବଳ-ମାଆ
➡️ଈଶ୍ବରଙ୍କ ଅନ୍ୟ ଏକ ପ୍ରତିରୂପ ନିଜ ପିତାମାତା ହିଁ ହୋଇଥାନ୍ତି, ଏମାନଙ୍କୁ କେବେବି ଅପମାନ ବା ଅସମ୍ମାନ କରନ୍ତୁ ନାହିଁ ।
➡️ “ବାପା – ମାଆ ” ସେହି ଦେବତା ଅଟନ୍ତି ଯାହାଙ୍କ ଝାଳର ଗୋଟିଏ ବୁନ୍ଦାର କରଜ ମଧ୍ୟ ସନ୍ତାନ ଜୀବନ ସାରା ସୁଝି ପାରେ ନାହିଁ ।
➡️ମାଆ ବିନା ଘର ଅନ୍ଧାର ବାପାଙ୍କ ବିନା ଦୁନିଆ ଅନ୍ଧାର,
ଜଣେ ଦେହ ତ ଜଣେ ଛାଇ ଜଣେ ନିଶ୍ବାସ ତ ଜଣେ ପ୍ରଶ୍ବାସ
ବାପା ମାଆ ବିନା ଜୀବନ ଅନ୍ଧାର
➡️ଲୋକ କୁହନ୍ତି ପଇସା ରଖ ଖରାପ ଞସଜ୍ଞର ରେ କାମରେଆସିବ, କିନ୍ତୁ ପଇସା ବଦଳରେ ବାପା ମାଆଙ୍କୁ ସାଙ୍ଗରେ ରଖ ଖରାପ ଞସଜ୍ଞର କେବେ ଆସିବ ନାହିଁ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

Leave A Reply

Your email address will not be published.