ଓଡିଶାରେ ମେ’ ୫ରୁ ଲକଡାଉନ୍‌

0 388

ଭୁବନେଶ୍ୱର,୨ /୫(ଏସଏସନିୟୁଜ) ମହାମାରୀ କରୋନା ଯେଉଁଭଳିଭାବେ ବଢିବଢିଚାଲିଚି ଏହାକୁ ନେଇ ରାଜ୍ୟରେ ଲାଗୁହୋଇଛି ଲକଡାଉନ୍‌ଚଳିତ ମଇ ମାସ ୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।ଏହାସହ ଶନିବାର ଓ ରବିବାର ସମ୍ପୁର୍ଣ ସଟଡାଉନ ବଳବତର ରହିବ ବୋଲି ଜଣାପଡିଛି ।

Leave A Reply

Your email address will not be published.