ପୁଣି ଆଜି ୮୦୧୫ ଜଣ କରୋନା ସଂକ୍ରମିତ ,୧୪ମୃତ

0 207

ଭୁବନେଶ୍ୱର,୨/୫(ଏସଏସନିୟୁଜ) ପୁଣି ଆଜି ରାଜ୍ୟରେ ୮ ହଜାର ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪,୫୬୮ ଓ ଲୋକାଲରୁ ୩,୪୪୭ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୨୭୫ ,ସୁନ୍ଦରଗଡ଼ରୁ ୭୩୫, ଅନୁଗୁଳରୁ ୫୨୫, କଟକରୁ ୪୮୨ ସମ୍ବଲପୁରରୁ୪୪୧, ବରଗଡ଼ରୁ ୩୯୦, ଝାରସୁଗୁଡ଼ାରୁ ୩୮୬ ନବରଙ୍ଗପୁରରୁ ୩୨୦, ପୁରୀରୁ ୩୦୬, ନୂଆପଡ଼ାରୁ ୨୬୪, ଷ୍ଟେଟ୍ ପୁଲ୍- ୨୩୬, ସୁବର୍ଣ୍ଣପୁର- ୨୦୭, ମୟୂରଭଞ୍ଜ- ୧୯୯ ବଲାଙ୍ଗିର- ୧୯୮, ଯାଜପୁର- ୧୯୪, ନୟାଗଡ଼ରୁ ୧୮୭, କଳାହାଣ୍ଡିରୁ ୧୭୪, ଗଞ୍ଜାମରୁ ୧୬୯, ରାୟଗଡ଼ାରୁ ୧୫୪ କଳାହାଣ୍ଡିରୁ ୧୭୪, ଗଞ୍ଜାମରୁ ୧୬୯, ରାୟଗଡ଼ାରୁ ୧୫୪, କଳାହାଣ୍ଡିରୁ ୧୭୪, ଗଞ୍ଜାମରୁ ୧୬୯, ରାୟଗଡ଼ାରୁ ୧୫୪, ଜଗତସିଂହପୁରରୁ ୧୪୯, ଭଦ୍ରକରୁ ୧୪୫, କୋରାପୁଟରୁ ୧୨୭, ଗଜପତିରୁ ୧୨୦, ବୌଦ୍ଧରୁ ୧୦୩, ଦେବଗଡ଼ରୁ ୧୦୧, ବାଲେଶ୍ୱରରୁ ୧୦୦, ଢେଙ୍କାନାଳରୁ ୮୬, କେନ୍ଦୁଝରରୁ ୭୫ କେନ୍ଦ୍ରାପଡ଼ାରୁ ୭୦, କନ୍ଧମାଳରୁ ୬୧, ମାଲକାନଗିରିରୁ ୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ହୋଇଥିବାବେଳେ ସୁନ୍ଦରଗଡ, ଅନୁଗୁଳ.କଟକ ପଛକୁପଛ ରହିଛନ୍ତି ।ସେହିଭଳିଭାବେ ରାଜ୍ୟରେ ଆଜି ୧୪ଜଣଙ୍କର କରୋନାରେ ମୃତ୍ୟୁଘଟିଛି । ଏହି ମୃତକଙ୍କ ମଧ୍ୟରେ ରାୟଗଡା ଜିଲ୍ଲାରୁ ୪, କେନ୍ଦୁଝରରୁ ୨ ,ଭଦ୍ରକ, ବଲାଙ୍ଗିର, ବୌଦ୍ଧ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.