ଓଲଟିଲା ପିକନିକ୍ ବସ୍

0 63

ଗଞ୍ଜାମ ,୩୧ା୧୨(ଏସଏସନିଉଜ) ପୁରୁଷୋତ୍ତମପୁର ବାଲିଆ ଛକନିକଟରେ ଭାରସାମ୍ୟ ହରାଇ ଏକ  ପିକନିକ୍ ବସ୍ ରାସ୍ତା କଡ଼କୁ ଓଲଟିପଡିବାରୁ ଦଶ ରୁ ଉର୍ଦ୍ଧ ଆହାତ ହୋଇଛନ୍ତି ।ଆହତମାନଙ୍କୁ ଚବିକିସ୍‌ାପାଇଁ ପୁରୁଷୋତ୍ତମପୁର ମେଡ଼ିକାଲରେ ଭର୍ତିକରାଯାଇଛି । ଭଦ୍ରକ ଆଞ୍ଚଳର ୪୫ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ବସଟି ମା ତାରାତାରିଣୀ ଦର୍ଶନସାରି ଚିଲିକା ଅଭିମୁଖେ ଯାଉଥିବାସମୟରେ ଏହି ଘଟିଛି ଦୁର୍ଘଟଣା ।ବସରେ ଅଧିକାଂଶ କଲେଜପଢୁଆ ଛାତ୍ର ରହିଥିବାର ଜଣାପଡିଛି ।ଖବରପାଇ ପୋଲିସ ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଛି ।

 

Leave A Reply

Your email address will not be published.