ପ୍ରେମିକ ସହ ବୋହୁ ଫେରାର

0 186

ଭୁବନେଶ୍ବର,୧୫/୧୨(ଏସଏସ ନିଉଜ)ଶ୍ବଶୁରକୁ ତାଲା ପକାଇ ପ୍ରେମିକ ସହ ଫେରାର ହୋଇଗଲା ବୋହୂ। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଫେରାର ହୋଇଗଲା ବୋହୂ।
ଭୁବନେଶ୍ବର ଗଙ୍ଗନଗର ଅଞ୍ଚଳର ଏହି ଘଟଣା ଘଟିଛି।
ଏୟାର ଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି ସ୍ବାମୀ ପ୍ରଦୀପ ନାୟକ।ଗତ ଫେବୃଆରୀ ୧୧ରେ ପ୍ରଦୀପ ନାୟକ ବିବାହ କରିଥିଲେ ।

Leave A Reply

Your email address will not be published.