ଓଏସଆରଟିସି ବସ୍ ଧକ୍କାରେ ଯୁବକ ମୃତ

0 250

କଟକ,୨୫/୮(ଏସଏସନିୟୁଜ) ଓଏସଆରଟିସି ବସ୍ ଧକ୍କାରେ ଟାଙ୍ଗୀ ବୈଂଚୁଆ ଛକ ନିକଟରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କର ପରିଚୟ ମିଳିପାରିନାହିଁ । ଚଣ୍ଡିଖୋଲ ଆଡୁ କଟକ ଆସୁଥିବା ବେଳେ ଓଏସଆରଟିସି ବସ୍‌ଟି ଦୁର୍ଘଟଣା ଘଟାଇଥିଲା ।ଖବରପାଇ ପୋଲିସ ପହଁଚି ବସକୁ ଜବତ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି

Leave A Reply

Your email address will not be published.