ଓଡ଼ିଶା ଟିଉବରେ ରୋଗୀକୁବସାଇ ନଦୀପାର SATYA SANDHANA DESK Sep 13, 2023 ଫୁଲବାଣୀ,୧୩ା୯(ଏସଏସନିଉଜ)ଗାଁ କୁ ଆସିପାରିଲାନାହିଁ ଆମ୍ବୁଲାନ୍ସାବାଧ୍ୟହୋଇ ରୋଗୀକୁ ଟିଉବରେ ବସେଇ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାରହେବାକୁ ପଡିଛି । କନ୍ଧମାଳଜିଲ୍ଲା… Read More...
ଅପରାଧ ସରପଞ୍ଚଙ୍କୁ ତାଲା ପକାଇଲେ ଗ୍ରାମବାସୀ SATYA SANDHANA DESK Sep 13, 2023 ମୟୂରଭଞ୍ଜ, ୧୩ା୯(ଏସଏସନିଉଜ) ବହଳଦାବ୍ଲକର ବଡ଼ପଳସାଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମହିଳାସରପଞ୍ଚଙ୍କୁ ୫ଘଣ୍ଟାଧରି ପଞ୍ଚାୟତବାସୀ ତାଲା ପକାଇରଖିଥିଲେ ।ଏହି ପଞ୍ଚାୟତ… Read More...
ଅପରାଧ ପୋଲିସକର୍ମଚାରୀଙ୍କ କଲରଧରି ଗିରଫହେଲେ ୩ SATYA SANDHANA DESK Sep 13, 2023 ଜଟଣୀ,୧୩ା୯(ଏସଏସନିଉଜ)ପୋଲିସକର୍ମଚାରୀଙ୍କ କଲରଧରିବା ଓ ଅଶ୍ରବ୍ୟଭାଷାରେ ଗାଳିଗୁଳଜକରିବା ଅଭିଯୋଗରେ ଆଜି ଜଟଣୀଥାନା ପୋଲିସ ୩ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି ।… Read More...
ଓଡ଼ିଶା ୫ପଞ୍ଚାୟତରେ ଶିକ୍ଷାଦାନ ବାଧାପ୍ରାପ୍ତ SATYA SANDHANA DESK Sep 13, 2023 ବାରଙ୍ଗ, ୧୩ା୯(ଏସଏସନିଉଜ) ଭୁବନେଶ୍ବର ବ୍ଲକର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ଦାବୀ ନେଇ ବୁଧବାର ଦିନ… Read More...
ଅପରାଧ ବରଗଡରେ ସ୍କ୍ରବଟାଇଫସ ଆତଙ୍କ SATYA SANDHANA DESK Sep 13, 2023 ବରଗଡ଼,୧୩।୯(ଏସଏସନିଉଜ)ମ୍ୟାଲେରିଆ,ଡେଙ୍ଗୁପରେ ଏବେ ସ୍କ୍ରବଟାଇଫସ୍ (ScrubTyphus ) ଆତଙ୍କ ଦେଖାଦେଇଛି।ବରଗଡ଼ରେ ସ୍କ୍ରବଟାଇଫସ ବିଷାକ୍ତକୀଟ ଆକ୍ରମଣରେ ୫ ଜଣଙ୍କର… Read More...
ଅପରାଧ ବଜ୍ରାଘାତରେ ଚାଲିଗଲା ଜୀବନ SATYA SANDHANA DESK Sep 13, 2023 ବୌଦ୍ଧ,୧୩।୯(ଏସଏସନିଉଜ)ଗଛତଳେ ଆଶ୍ରୟ ହେଲାକାଳ। ବଜ୍ରାଘାତରେ ଚାଲିଗଲା ଜଣଙ୍କର ଜୀବନ। ବର୍ଷାରେ ଗଛ ତଳେ ୩ ସାଙ୍ଗ ଆଶ୍ରୟ ନେଇଥିଲା ବେଳେ ବଜ୍ରାଘାତ ଘଟିଥିଲା।ଯାହାଫଳରେ… Read More...
ଅପରାଧ ଚାଲିଗଲା ବାପାଙ୍କ ଜୀବନ SATYA SANDHANA DESK Sep 13, 2023 ବୌଦ୍ଧ,୧୩।୯(ଏସଏସନିଉକ)ଦୁର୍ଘଟଣାରେ ବାପାଙ୍କର ମୃତୁ ହୋଇଥିବା ବେଳେ ପୁଅ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ବୌଦ୍ଧ ବାଇପାସ… Read More...
ଓଡ଼ିଶା ଯଯାତିକେଶରୀଙ୍କ ନାଁରେ ନାମିତହେବ ଯାଜପୁର ମେଡିକାଲକଲେଜ SATYA SANDHANA DESK Sep 13, 2023 ଭୁବନେଶ୍ୱର,୧୩।୯(ଏସଏସନିଉଜ)ଯଯାତି କେଶରୀଙ୍କ ନାଁରେ ନାମିତହେବ ଯାଜପୁର ମେଡିକାଲକଲେଜ।ଏହିପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ।୨୦୨୪… Read More...
ଅପରାଧ ସ୍ୱାସ୍ଥ୍ୟବିଭାଗର ଚଢ଼ାଉ SATYA SANDHANA DESK Sep 13, 2023 କଟକ,୧୩।୯(ଏସଏସନିଉଜ) ବେଆଇନ ଲିଙ୍ଗ ନିରୂପଣ ସନ୍ଦେହରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।କଟକ ବାଦାମବାଡ଼ି ଅଞ୍ଚଳରେ ସ୍ୱାସ୍ଥ୍ୟବିଭାଗର ଚଢ଼ାଉ କରାଯାଇଛି।… Read More...
ଜଣା ଅଜଣା ଆଜିର ରାଶିଫଳ SATYA SANDHANA DESK Sep 13, 2023 ୨୦୨୩ମସିହା ସେପ୍ଟେମ୍ବରମାସ ୧୪ତାରିଖ ଗୁରୁବାର। ଶ୍ରୀମନ୍ଦିରକୁ ଶ୍ରୀଜୀଉଙ୍କର ସପ୍ତପୁରୀ ତାଡ଼ବିଜେ, ସପ୍ତପିତୃକା ଅମାବାସ୍ୟା, ଦର୍ଭସଂଗ୍ରହ, ଗୃହିଣାଂ ସପ୍ତପୁରୀ… Read More...