ପାଗଳା ମାଙ୍କଡ଼ ଉତ୍ପାତ

0 159

ଖୋର୍ଦ୍ଧ. ୨୮/୮(ଏସଏସନିଉଜ) ପାଗଳା ମାଙ୍କଡ଼ କାମୁଡାରେ ପୁଣି ଜଣେ ନାବାଳିକା ଆହତ ହୋଇଥିବାର ଜଣାପଡିଛି ।ଟାଙ୍ଗି ବ୍ଲକ୍ ଟାଙ୍କୋଳ ଗାଁରେ ପାଗଳା ମାଙ୍କଡ଼ର ଉତ୍ପାତ ଜାରିରହିଛି ।ସପ୍ତାହକ ଭିତରେ ପ୍ରାୟ ୧୦ ଜଣଙ୍କୁ କାମୁଡ଼ି ଆହତ କଲାଣି ଏହି ପାଗଳା ମାଙ୍କଡ ।

Leave A Reply

Your email address will not be published.