ପୁଣିଏକ ମାଈହାତୀ ମୃତ

0 204

କାମାକ୍ଷାନଗର, ୨୮/୮(ଏସଏସନିଉଜ) ଜଙ୍ଗଲ ଭିତରୁ ପୁଣି ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି ।ମହାବୀର ରୋଡ୍ ରେଞ୍ଜ୍ ଘାଘରାମୁଣ୍ଡା ଗାଁ ନିକଟ ଖେସରା ଜଙ୍ଗଲରୁ ଉଦ୍ଧାର କରାଯାଇଛି ।ମୃତହାତୀର ବୟସ ପ୍ରାୟ ୨୫ ବର୍ଷହେବ ବୋଲି ଜଣାପଡିଛି ।ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଛି ।

Leave A Reply

Your email address will not be published.