ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ  ଟିକା

0 68

ଭୁବନେଶ୍ବର,୧୯/୧(ଏସଏସନିୟୁଜ)ଓଡ଼ିଶାରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ  ଟିକା  । ଭୁବନେଶ୍ୱର ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ଗଲା ଟିକା । ପୁନେ-ଭୁବନେଶ୍ୱର ସ୍ପାଇସଜେଟ ବିମାନରେ ଟିକା ପହଞ୍ଚିଥିଲା  । ୨ୟ ପର୍ଯ୍ୟାୟରେ ୩ ଲକ୍ଷ ୩୪ ହଜାର ୫୩୪ ଡୋଜ ଟିକା ଆସିଛି ।

Leave A Reply

Your email address will not be published.