ଓଡ଼ିଶାଜିଲ୍ଲାମହାନଗର ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା By SATYA SANDHANA DESK Last updated Jan 19, 2021 0 163 Share ଭୁବନେଶ୍ବର,୧୯/୧(ଏସଏସନିୟୁଜ)ଓଡ଼ିଶାରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା । ଭୁବନେଶ୍ୱର ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ଗଲା ଟିକା । ପୁନେ-ଭୁବନେଶ୍ୱର ସ୍ପାଇସଜେଟ ବିମାନରେ ଟିକା ପହଞ୍ଚିଥିଲା । ୨ୟ ପର୍ଯ୍ୟାୟରେ ୩ ଲକ୍ଷ ୩୪ ହଜାର ୫୩୪ ଡୋଜ ଟିକା ଆସିଛି । 0 163 Share FacebookTwitterGoogle+ReddItWhatsAppPinterestEmail